Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଗାଁକୁ ନାହିଁ ରାସ୍ତା, ପୁଣି ଭାରରେ ବୁହାହେଲେ ରୋଗୀ

28/09/2019 at 1:33 PM

ସାନଖେମୁଣ୍ଡି ୨୮।୯: ପୁଣି ଭାରରେ ବୁହାହେଲେ ରୋଗୀ । ଗଂଜାମ ଜିଲ୍ଲା ସୋରଡା ବ୍ଲକ୍ ଗୋଛାଗୁଡା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗାଁର ସୁବାନ୍ତି ଶବର ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଜ୍ଵର ରୋଗରେ ପିଡୀତ ହୋଇଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବା ହେତୁ ଅ।ଜି ଗ୍ରାମବାସୀମାନେ ଏକ ଭାର ମାଧ୍ୟମରେ ପ୍ରାୟ ୮ କିଲୋମିଟର କାଦୁଅ ଓ ନାଳ ପାର ହୋଇ ରେଣ୍ଡିଗୁଡି ଛକରେ ପହଁଚିଥିଲେ । ସେଠାରୁ ଏକ ଅଟୋରିକ୍ସା ମାଧ୍ୟମରେ ବଡଗଡ ମେଡିକାଲକୁ ଅ।ଣି ଚିକିତ୍ସା କରାଯାଉଥିବା ଜଣାପଡିଛି ।

   Related Posts