Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଗାଁକୁ ରାସ୍ତା ନ ଥିବାରୁ ୫କି.ମି. ଖଟିଆରେ ବୁହା ହୋଇ ମେଡିକାଲ ଗଲେ ମହିଳା ରୋଗୀ

11/09/2019 at 2:09 PM

ବାଂଶପାଳ ୧୧।୯: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଛଡାଡିହି ଗାଁକୁ ରାସ୍ତା ନ ଥିବାରୁ ୫ କିଲୋମିଟର ଖଟିଆରେ ବୁହା ହୋଇ ମେଡିକାଲକୁ ଗଲେ ମହିଳା ରୋଗୀ । ଗତକାଲି ଛଡାଡିହି ଗାଁର ସୁରେଶ ମୁଣ୍ଡାଙ୍କ ପତ୍ନୀ ନାମସି ମୁଣ୍ଡା ହଠାତ ଅସୁସ୍ଥ ହେଇପଡିଥିଲେ । ଗାଁ କୁ ସବୁଦିନିଆ ରାସ୍ତା ନ ଥିବାରୁ ଆମୁଲାନ୍ସ ଆସିପାରି ନ ଥିଲା । ଫଳରେ ବାଧ୍ୟ ହୋଇ  ନାମସିକୁ ଏକ ଖଟିଆରେ ଗାଁ ଲୋକେ ୫ କିଲୋମିଟର ବେହି ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଭଲ ରାସ୍ତା ନଥିବାରୁ ନିୟମିତ ଭାବେ ଏହିପରି ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଥିବା ଦେଖିବାକୁ ମିଳୁଛି । ଏ ନେଇ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଧା ରାସ୍ତା ସମସ୍ୟାର ସମାଧାନ ହେଉନଥିବାରୁ ସ୍ଥାନୀୟ ଲୋକେ  ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts