ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ସଚେତନତା ଉଦେଶ୍ୟରେ ଚାନ୍ଦବାଲିରେ ପଥପ୍ରାନ୍ତ ସଭା ଆୟୋଜିତ

Published By : Prameya-News7 Bureau | October 05, 2018 IST

ଚାନ୍ଦବାଲି ୫/୧୦ : ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ଉଦେଶ୍ୟରେ ଚାନ୍ଦବାଲି ବ୍ଳକରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରିଛି ବିଜେପି । ଓଡ଼ଶାରେ ଲୋକମାନେ କେମିତି ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇ ପାରିବେ ସେଥତ୍ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ଏହି ଯୋଜନକୁ ପ୍ରତ୍ୟକ୍ଷାନ କରିଥିବାରୁ ବିଜେପି ଜନ ଆନ୍ଦୋଳନ ପାଇଁ ପ୍ରଥପ୍ରାପ୍ତ ସଭା ଆପଣେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.