ଶହୀଦଙ୍କ ପାଇଁ ଆଜି ଦିନଟି : ଜୟ ଜୟକାର ଧ୍ବନୀରେ ପାଳିତ ହେଲା ପଥୋତ୍ସବ

Published By : Prameya-News7 Bureau | February 17, 2019 IST

ଭୁବନେଶ୍ୱର ୧୭/୨ : ପଥ ଉତ୍ସବ ତ ହେଲା । କିନ୍ତୁ କାହା ମନରେ ଆନନ୍ଦ ଉଲ୍ଲାସ ନଥିଲା । ସମସ୍ତଙ୍କ ମନରେ ଭରି ରହିଥିଲା ଆକ୍ରେ।ସ । ଶହୀଦଙ୍କ ବଳିଦାନ ବ୍ୟର୍ଥ ନଯାଉ ବେ।ଲି ସମସ୍ତଙ୍କ ମିଳିତ ସ୍ବର ଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଦେଶାତ୍ନବେ।ଧ କାର୍ଯ୍ୟକ୍ରମ କରାଯାଉଥିଲା । ପ୍ଳାକାର୍ଡ଼ ଧରି ଶହୀଦଙ୍କ ଉଦେଶ୍ୟରେ କ୍ୟାଡ଼େଂଲ ଜାଳିଥିଲେ । ତେବେ ଆଜିର ପଥେ।ତ୍ସବରେ କେବଳ ଦେଶପ୍ରେମ ସଙ୍ଗୀତ ପରିବେଷଣ କରାଯାଇଥିଲା ।

{"id":86208}

ଜୟଜୟକାର ଧ୍ବନୀରେ ପାଳିତ ହେଲା ପଥେ।ତ୍ସବ । ଭାରତ ମାତା କି ଜୟ, ପାକିସ୍ତାନ ମୁାର୍ଦାବାଦ ଧ୍ବନୀରେ ଉଠିଲା ପଡ଼ିଲା ମାଷ୍ଟରକ୍ୟାଣ୍ଟିନ୍ ରୁ ରାମମନ୍ଦିର ଯାଏ ରେ।ଡ଼୍ । ବୀର ଶହୀଦଙ୍କ ବଳିଦାନକୁ କ୍ରେ।ଧ ଜର୍ଜରିତ ହେ।ଇ ସମସ୍ତେ ସ୍ମୃତିଚାରଣ କରିଥିଲେ । କାହାରି ମନରେ ହସଖୁସି ନଥିଲା ।

{"id":86211}

ଦେଶର ବିପଦ ଆପଦ ସମୟରେ ସମସ୍ତେ ଏକାଠି ଠିଆ ହେ।ଇଛୁ ବେ।ଲି ପ୍ରମାଣ ଦେଇଥିଲେ ଭୁବନେଶ୍ବରିଆ ମାନେ । ବଡ଼ ଲେ।କଙ୍କ କଥା ଛାଡ଼ନ୍ତୁ ଛେ।ଟ ଛୁଆ ବି ଶହୀଦଙ୍କ କୁରୁବାନୀକୁ ଭୁଲିବାକୁ ଚାହୁଁନାହାନ୍ତି । ଭାରତ ସରକାର ପାକିସ୍ତାନ ବିପକ୍ଷରେ କଡ଼ା ପଦକ୍ଷେପ ନିଅନ୍ତୁ ବେ।ଲି ଗେ।ଟିଏ ସ୍ବର ଉଠିଛି ପଥେ।ତ୍ସବରୁ । ଆଜି ଦିନଟି କେବଳ ଶହୀଦଙ୍କ ଲାଗି ଉତ୍ସର୍ଗ କରାଯାଇଥିଲା ବେ।ଲି କହିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶେ।କ ପଂଡ଼ା ।

{"id":86209}

ଏକାଧିକ ସଂଗଠନ କ୍ୟାଡ଼େଂଲ ଜାଳି ଦେଶ ମାତୃକା ପାଇଁ ଶହୀଦଙ୍କ ବଳିଦାନକୁ ମନେ ପକାଇଥିଲେ । ଷ୍ଟପ୍ ଟେରୋରିଜିମ୍ ପାଇଁ ମୁରୁଜ ପକାଇ ଚିତା କାଟିଥିଲେ । ଷ୍ଟେଟିଙ୍‌ କରୁଥିବା ପିଲାମାନେ ମୁହଁରେ ଶହୀଦ ଭଗତ ସିଂଙ୍କ ଭଳି ମହାପୁରୁଷଙ୍କ ମୁଖା ପିନ୍ଧିଥିଲେ । ସିଗନେଚର କ୍ୟାମ୍ପେନିଙ୍ଗ କରିଥିଲେ ।

{"id":86213}

ବିଏମସି ଏବଂ ବିଡ଼ିଏ ଦ୍ବାରା କରାଯାଉଥିବା ଷ୍ଟେଜ୍ ଶେ। ରେ କେବଳ ଦେଶାତ୍ମବେ।ଧ ସଙ୍ଗୀତ ଗାନ କରାଯାଇଥିଲା । ଭାରତର ଜୟ ଜୟକାର କରାଯାଉଥିବା ବେଳେ ପଡ଼େ।ଶୀ ରାଷ୍ଟ୍ର ପାକିସ୍ତାନର ଦେ।ମୁହାଁ ନୀତିକୁ ଛି ଛି କରୁଥିଲେ ପଥେ।ତ୍ସବକୁ ଆସିଥିବା ସ୍ମାର୍ଟ ସିଟି ବାସୀ ।

{"id":86210}

ଆତଙ୍କବାଦ ଏବଂ ପାକିସ୍ତାନ ଏହି ଶଦ୍ଦ ଦୁଇଟି ପରସ୍ପର ପରିପୂରକ । ଶାନ୍ତି ଆଉ ଭାରତ ହେଉଛି ଦୁଇଟି ଅକାଟ୍ୟ ସତ୍ୟ । ତେଣୁ ରାଜଧାନୀବାସୀ ଶାନ୍ତ ମନରେ ନିଆଯାଇଥିବା ନିଷ୍ପତ୍ତି କେବେ ବି ବ୍ୟର୍ଥ ଯାଏନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.