Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଭୁବନେଶ୍ବର ଏୟାରପୋର୍ଟରେ ବିମାନରୁ ଡେଇଁ ପଡିଲେ ଜଣେ ଯାତ୍ରୀ : ଗୁରୁତର

23/06/2019 at 10:29 AM


ଭୁବନେଶ୍ବର ୨୩/୬: ବିମାନ ଅବତରଣ ପରେ ଡେଇଁ ପଡିଲେ ଜଣେ ଯାତ୍ରୀ । ଭୁବନେଶ୍ବର ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ। ବାଙ୍ଗାଲୁରୁ- ଗୌହାଟି ବିମାନ ଅବତରଣ ପରେ ଡେଇଁଲେ ଯାତ୍ରୀ।  ସେ ବିମାନର କବାଟ ଖୋଲୁ ଖୋଲୁ ହଠାତ୍ ଡେଇଁ ପଡିଥିଲେ।

ଗୁରୁତର ଯାତ୍ରୀଙ୍କ ନାଁ ଇର୍ସାଦ ଖାନ୍।ସେ ସାଙ୍ଗଙ୍କ ସହ ହାଇଦ୍ରାବାଦରୁ ଗୌହାଟି ଯାଉଥିଲେ।ତାଙ୍କୁ  ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିମାନରୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି।

   Related Posts