ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା: ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା, ୩୦ଯାତ୍ରୀ ଆହତ

Published By : Prameya-News7 Bureau | August 19, 2019 IST

ବାଲିଗୁଡା୧୯|୮: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

{"id":146300}

କୋଟଗଡ଼ ପୋଲିସ୍ ଓ ମେଡିକାଲ ଟିମ,ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ କୋଟଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ।

{"id":146301}

କୋଟଗଡ଼ ରୁ ଶ୍ରୀରାମପୁର୍ ଯାଉଥିଲା  ଦିପକ୍ ନାମକ ଘରୋଇ ବସ୍ । ୪୯ ଜଣ ଆହତ ସୂଚନା ଆହତଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.