Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା: ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା, ୩୦ଯାତ୍ରୀ ଆହତ

ବାଲିଗୁଡା୧୯|୮: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

କୋଟଗଡ଼ ପୋଲିସ୍ ଓ ମେଡିକାଲ ଟିମ,ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ କୋଟଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ।

କୋଟଗଡ଼ ରୁ ଶ୍ରୀରାମପୁର୍ ଯାଉଥିଲା  ଦିପକ୍ ନାମକ ଘରୋଇ ବସ୍ । ୪୯ ଜଣ ଆହତ ସୂଚନା ଆହତଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା।

235 Views

   ସମ୍ବନ୍ଧିତ ଖବର