ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କୋଣାର୍କ ନିକଟ ସମୁଦ୍ର କୂଳରୁ ଜାହାଜର ଯନ୍ତ୍ରାଂଶ ଉଦ୍ଧାର, ମାଲେସିଆର ସନ୍ଦେହ

17/03/2020 at 12:16 PM

କୋଣାର୍କ ୧୭।୩: କୋଣାର୍କ ଥାନା ପାଖ ତଣ୍ଡାଘର ସମୁଦ୍ର କୂଳରୁ ଉଦ୍ଧାର ହୋଇଛି ଏକ ଜାହାଜର ଯନ୍ତ୍ରାଂଶ । କୋଣାର୍କ ମେରାଇନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

କୋଣାର୍କ ଥାନା ନିକଟବର୍ତ୍ତୀ ବାଲି ଦୋକାନଠାରୁ ଅଳ୍ପ ଦୂରରେ ଥିବା ତଣ୍ଡାଘର ସମୁଦ୍ର କୂଳରୁ ଆଜି ଭୋରରୁ ଏକ ଜାହାଜର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଏଥିରେ BC-158 ଲେଖାରହିଛି ।

ଏହି ମେସିନରେ ରେଡିଓ ସିଗନାଲ ଓ ରାଡାର ଲାଗିଥାଏ । ଯାହା ଯୋଗେ ସମୁଦ୍ର ମଧ୍ୟରେ ଥିବା ଜାହାଜ ଚିହ୍ନଟ ହୋଇଥାଏ । ଏହି ଯନ୍ତ୍ରାଂଶ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହା ମାଲେସିଆର ବୋଲି ଅନୁମାନ କରାଯାଉଛି ।

   Related Posts