ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

Published By : Prameya-News7 Bureau | July 18, 2018 IST

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି | ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ | ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୧୮ଟି କାର୍ଯ୍ୟ ଦିବସ ରହିଛି | ଅଧିବେଶନ ସୁରୁଖୁରୁରେ ଚାଲିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜନୈତିକ ଦଳର ସହଯୋଗ ଲୋଡିଛନ୍ତି | ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.