ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

Published By : Prameya-News7 Bureau | June 25, 2018 IST

ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ | ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିରେ ୧୮ଟି କାର୍ଯ୍ୟ ଦିବସ ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି | ବିରୋଧୀଙ୍କ ହଂଗାମା ଯୋଗୁଁ ବଜେଟ ଅଧିବେଶନ ଧୋଇଯାଇଥିଲା ଯେଉଁଥିପାଇଁ ବହୁ ଗୁରୁତ୍ୱପୂର୍ଣ ବିଲ ପାସ ହୋଇପାରିନଥିଲା | ଚଳିତ ଅଧିବେଶନରେ ସମସ୍ତ ବିରୋଧୀ ସହଯୋଗ କରିବେ ବୋଲି ସରକାର ଅଶୀ ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.