Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ପରୀ ରଥ ଉଦଯାପିତ

12/06/2018 at 10:17 AM

ପରି ପାଇଁ କଥାଟିଏ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ପରି ଏକ୍ସପ୍ରେସ ମେ ୧୨ ରୁ ଜୁନ୍ ୧୨ ଯାଏ ୩୦ଟି ଜିଲ୍ଲାରେ ସଚେତନତା ବାର୍ତ୍ତା ଦେଇଛି । ରାଜ୍ୟରେ ନାବାଳିକା ଓ ମହିଳା ମାନଙ୍କ ଉପରେ ବଢୁଥିବା ଅସଦାଚରଣ ଓ ଦୁଷ୍କର୍ମକୁ ରୋକିବା କ୍ଷେତ୍ରରେ ସଚେତନତା କରିଛି ।ଏହିପରି ଏକ୍ସପ୍ରେସ ୟୁନିସେଫ୍ ଓ ଓଡିଶା ପୋଲିସର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି । ଏହି ପରି ଏକ୍ସପ୍ରେସ ରାଜ୍ୟର ୩୦ ଜିଲ୍ଲାରେ ୪୬ ହଜାର କିଲୋମିଟର ଭ୍ରମଣ କରି ଲୋକମାନଙ୍କୁ ସଚେତନ କରିଛି ।ଏଥି ପାଇଁ ୧୫ଟି ଗାଡିକୁ ନିୟୋଜିତ କରାଯାଇଥିଲା | ରାଜ୍ୟ ପୋଲିସର ରିର୍ପୋଟ ଅନୁସାରେ ୯୨ ପ୍ରତିଶତ ମାମଲାରେ ପରିବାର ଲୋକ ସଂପୃକ୍ତ ରହୁଥିବା ବେଳେ ପୋଲିସ ୮୦ପ୍ରତିଶତ ମାମଲାରେ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି । କୁନି କୁନି ଝିଅ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ବେଶ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts