ରାଜ୍ୟରେ ବଢୁଥିବା ଶିଶୁ ଯୌନ ନିର୍ଯାତନାକୁ ରୋକିବାକୁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ
27/05/2018 at 11:02 AM

ରାଜ୍ୟରେ ବଢୁଥିବା ଶିଶୁ ଯୌନ ନିର୍ଯାତନାକୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ
ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ
ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସିପି କ୍ୟାମ୍ପ ଅଫିସରେ ବୈଠକ
ଆସନ୍ତାକାଲିଠାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ
ଭୁବନେଶ୍ବର ଟ୍ରାଫିକ ଥାନାରେ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଜୁନ ୧୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବୁଲିବ ୧୫ଟି ପରୀ ରଥ
ପ୍ରତି ଗାଡି ଦୁଇଟି ଜିଲ୍ଲା ବୁଲିବ
ୟୁନିସେଫ୍ ଓ ରାଜ୍ୟ ପୋଲିସର ମିଳିତ ଉଦ୍ୟମରେ ସଚେତନତା ଯାତ୍ରା
ପ୍ରତି ରଥରେ ୪ ଜଣ ପୋଲିସ ଅଧିକାରୀ ଏବଂ ଜଣେ ନୋଡାଲ ଅଫିସର ରହିବେ
ଜିଲ୍ଲା ଏସ୍ପି ଓ ଜିଲ୍ଲାପାଳ ବରିଷ୍ଠ ଅଧିକାରୀ ଏହାକୁ ପରିଚାଳନା କରିବେ