ଆଜିଠୁ ଗଡିବ ପରି ଏକ୍ସପ୍ରେସ
28/05/2018 at 5:21 AM

ଆଜିଠୁ ଗଡିବ ପରି ଏକ୍ସପ୍ରେସ
ଆଜିଠୁ ରାଜ୍ୟବ୍ୟାପୀ ଗଡିବ ପରି ଏକ୍ସପ୍ରେସ
‘ପରୀ ପାଇଁ କଥା ଟିଏ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟବ୍ୟାପୀ ବୁଲିବା ୧୫ ଟି ପରୀ ରଥ
ଶିଶୁ ଯୌନ ନିର୍ଯ୍ୟାତନା ରୋକିବାକୁ ନେଇ ବାଣ୍ଟିବ ସଚେତନତା ବାର୍ତ୍ତା