Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||

ନବଜାତ ଶିଶୁକୁ ବିକ୍ରି ! ଉଦ୍ଧାର କଲେ ଶିଶୁ ମଙ୍ଗଳ ଅଧିକାରୀ

30/01/2019 at 10:22 AM

ଅନଗୁଳ ୩୦|୧:  ଅନଗୁଳରେ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ମଦନମୋହନ ପଡ଼ାରେ ଭଡାରେ ରହୁଥିବା ବାଇଧର ବେହେରା ଏବଂ ତାଙ୍କ ପତ୍ନୀ ବବିତା ବେହେରା ନିଜର ୭ ଦିନର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଅଭିଯୋଗ ଆସିଛି। ବବିତା ହେଉଛି ବାଇଧରର ଦ୍ବିତୀୟ ସ୍ତ୍ରୀ । ଆଗରୁ ତାଙ୍କର ଏକ ଝିଅ ଅଛି। ତାଙ୍କ ପ୍ରଥମ ସ୍ତ୍ରୀ ଅଲଗା ରହୁଛନ୍ତି। ତାଙ୍କର ମଧ୍ୟ ୩ଟି ସନ୍ତାନ ଅଛନ୍ତି। ବାଇଧର ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

ଅଧିକ ସନ୍ତାନ ଯୋଗୁଁ ସେ ଲୋଭରେ ୧୦ ହଜାର ଟଙ୍କା ସହ ଆଉ କିଛି ଟଙ୍କା ପାଇବା ଆଶାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି । ଏ ଖବର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଜାଣିବା ପରେ ଶିଶୁକୁ ଉଦ୍ଧାର କରିଛନ୍ତି। ତାର ଓଜନ ଦେଢ଼ କିଲୋ ମଧ୍ୟରେ ରହିଥିବାରୁ ଏବଂ ତା ନାକରୁ ରକ୍ତ ବାହାରୁ ଥିବାରୁ ପ୍ରଥମେ ଅନଗୁଳ ଏବଂ ପରେ କଟକ ସ୍ଥାନାନ୍ତର କରି ଅଧିକ ତଦନ୍ତ ଚଳାଇଛନ୍ତି।

   Related Posts