ଗାନ୍ଧୀ ମାର୍ଗରେ ସ୍ୱାଧୀନତା ଦିବସ ପାଇଁ ପରେଡ ରିହରସାଲ
13/08/2018 at 6:14 AM

ଭୁବନେଶ୍ୱର୧୩/୮:ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଥିପାଇଁ ଲୋୟର ପିଏମଜିରେ ପରେଡ ରିହରସାଲ ଚାଲିଛି। ରାଜଧାନୀର ବିଭିନ୍ନ ସ୍କୁଲ,କଲେଜ,ପୋଲିସ୍ ଆଦି ୪୨ଟି ଟ୍ରୁପ୍ ସହିତ ପଶ୍ଚିମବଙ୍ଗରୁ ଗୋଟିଏ ଟ୍ରୁପ୍ ଓ ପରେଡ ପରିବେଷଣ କରାଯିବ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗାନ୍ଧୀ ମାର୍ଗରେ ୩୦ପ୍ଲାଟୁନ୍ ଫୋର୍ସ୍ ମୁତୟନ ହେବେ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021