ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ଗାନ୍ଧୀ ମାର୍ଗରେ ସ୍ୱାଧୀନତା ଦିବସ ପାଇଁ ପରେଡ ରିହରସାଲ

13/08/2018 at 6:14 AM

ଭୁବନେଶ୍ୱର୧୩/୮:ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଥିପାଇଁ ଲୋୟର ପିଏମଜିରେ ପରେଡ ରିହରସାଲ ଚାଲିଛି। ରାଜଧାନୀର ବିଭିନ୍ନ ସ୍କୁଲ,କଲେଜ,ପୋଲିସ୍ ଆଦି ୪୨ଟି ଟ୍ରୁପ୍ ସହିତ ପଶ୍ଚିମବଙ୍ଗରୁ ଗୋଟିଏ ଟ୍ରୁପ୍ ଓ ପରେଡ ପରିବେଷଣ କରାଯିବ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗାନ୍ଧୀ ମାର୍ଗରେ ୩୦ପ୍ଲାଟୁନ୍ ଫୋର୍ସ୍ ମୁତୟନ ହେବେ।

   Related Posts