Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ମହାବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ପାରାଦୀପରେ ବ୍ୟାପକ ପ୍ରସ୍ତୁତି: ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କଲା ଜିଲ୍ଲା ପ୍ରଶାସନ

19/05/2020 at 6:38 AM

ପାରାଦୀପ୧୯/୫: ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାତ୍ୟା ଆମ୍ଫାନ ଏବେ ମହାବାତ୍ୟାର ରୂପ ନେଇ ସାରିଲାଣି। ଏବେ ଜିଲ୍ଲା ପ୍ରଶାସନ ଏହାର ମୁକାବଲିା କରିବା ପାଇଁ ସମସ୍ତ ବ୍ୟବସ୍ଥ ଆରମ୍ଭ କରି ଦେଇଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଡାକବାଜି ଯନ୍ତ୍ର ସାହାଯ୍ୟରେ ବାତ୍ୟା ସୂଚନା ଦେବା ସହ ଲୋକମାନଙ୍କୁ ସତର୍କ କରିଛନ୍ତି।

ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାରାଦ୍ବୀପର ବଭିନ୍ନ ସ୍ଥାନର ବାତ୍ୟା ସୂଚନା ପାଇବା ପରେ ସ୍ଥାନୀୟ ଲୋକମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ଆସଥିୁବାର ଦେଖିବାକୁ ମିଳିଛି। ପାରାଦୀପ ଜଗନ୍ନାଥ କଲୋନୀ ବଙ୍ଗାଳୀ ପଡାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହଳିା, ପୁରୁଷ ଓ ଛୋଟ ପିଲାମାନଙ୍କୁ ଧରି ପାରାଦୀପ ମଧୁବନସ୍ଥିତ୍ ବାତ୍ୟା ଆଶ୍ରୟ ସ୍ଥଳକୁ ଆସଥିବା ଦେଖିବାକୁ ମିଳଛି। ପୂର୍ବରୁ ଅନେକ ବାତ୍ୟାର କରାଳ ରୂପକୁ ପାରାଦୀପ ବାସୀ ସାମ୍ନା କରିଥିବାର ନଜୀର ରହିଛି।

   Related Posts