Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଜିଠାରୁ ଆରମ୍ଭ ହେବ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା

11/11/2019 at 10:32 AM

ପାରାଦୀପ ୧୧।୧୧ :   ଆଜିଠାରୁ  ଆରମ୍ଭ ହେବ ପାରାଦୀପ ପ୍ରସିଦ୍ଦ କଳିଙ୍ଗ ବାଲିଯାତ୍ରା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି  ।

ସୂଚନାଯୋଗ୍ଯ ଯେ, ବାତ୍ୟା ବୁଲବୁଲର ପ୍ରଭାବରେ  ଟେଣ୍ଟ ଠାରୁ ଆରମ୍ଭ କରି ଷ୍ଟଲମାନ ସବୁ ଭାଙ୍ଗି ଯାଇଛି । ତେବେ ସବୁକୁ ପଛ କରି ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ  ଫୁଲ ଦମ୍ ରେ  ଲାଗିପଡିଛି ପ୍ରଶାସନ। ଆଜିଠାରୁ ଆରମ୍ଭ ହୋଇ ୧୮ ଯାଏ ଚାଲିବ ପାରାଦୀ କଳିଙ୍ଗ  ବାଲିଯାତ୍ରା ।ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି ଷ୍ଟଲ ବୃଦ୍ଧି କରାଯାଇଛି । ଜନସାଧାରଣ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ସହ ଅଗ୍ନିଶମ ବାହିନୀ ଦ୍ବାରା ପଡିଆରେ ଜମି ରହିଥିବା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଛି ।

   Related Posts