ଦ୍ୱିତୀୟ ଦିନରେ ପାରାଦୀପ ଆଦାନି ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | July 12, 2018 IST

ପାରାଦୀପ ସ୍ଥିତ ଆଦାନି ଫାଟକ ସମ୍ମୁଖରେ ଶ୍ରମିକ ଧାରଣା ଦ୍ବିତୀୟ ଦିନରେ ପହଂଚିଛି | ଗତକାଲି ଘଟଣାସ୍ଥଳରେ ପ୍ରଶାସନ ପହଂଚି ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା | ଫଳରେ ୧୫୨ ଜଣ ଶ୍ରମିକ ପରିବାରକୁ ଧରି ରାତି ତମାମ ବର୍ଷାରେ ଧାରଣାରେ ବସି ରହିଥିଲେ | ଧାରଣାରେ ବସିଥିବା ବେଳେ ରାତିରେ ଅସାମାଜିକ ଯୁବକ ଧମକ ମଧ୍ୟ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.