ସମସ୍ତଙ୍କ ପ୍ରିୟ ହରି ସାର୍

Published By : Prameya-News7 Bureau | September 06, 2018 IST

ଜଗତସିଂହପୁର ୦୫/୦୯ : ସିଏ ଗୁରୁ- ଯାହା ଠାରେ ଭରି ରହିଛି ଦୟା, କ୍ଷମା, ଧୈର୍ଯ୍ୟ, ସହନଶୀଳତା । ଜୀବନର ଶେଷ ପର୍ଯ୍ୟନ୍ତ ସିଏ ମାର୍ଗଦର୍ଶନ କରନ୍ତି । ଆଗକୁ ବାଟ କଢାନ୍ତି । ତାଙ୍କର ଅବସର ନାହିଁ । ସେମିତି ଜଣେ ଗୁରୁ ହେଲେ ହରିହର ରାଉତରାୟ । ଅବସରେ ପରେ ହରି ସାର୍ ବିନା ଦରମାରେ ପାଠ ପଢ଼ାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.