Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମେ।ଦ ଭଗତଙ୍କୁ ସଫଳତା

2/08/2018 at 5:06 PM

ଅନ୍ତର୍ଜାତୀୟ ଓପନ ପାରା ବ୍ୟାଡମିଣ୍ଟନ ଚାମ୍ପିୟାନସିପରେ ଗେ।ଲଡ ମେଡାଲ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ପ୍ରମେ।ଦ । ଫାଇନାଲ ରାଉଣ୍ଡରେ ପ୍ରତିଦ୍ବନ୍ଦୀଙ୍କ ଠାରୁ ସିଧାସଳଖ ୨୧-୧୮, ୨୧-୦୯ ପଏଣ୍ଟ ହାସଲ କରି ଟାଇଟେଲ ହାତେଇଛନ୍ତି ପ୍ରମେ।ଦ । ପ୍ରମେ।ଦ ଭଗତଙ୍କୁ ଗେ।ଲ୍ଡ । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଅନ୍ତର୍ଜାତୀୟ ଓପନ ପାରା ବ୍ୟାଡମିଣ୍ଟନ ଚାମ୍ପିୟାନସିପରେ ପ୍ରମେ।ଦଙ୍କୁ ସଫଳତା । ଥାଇଲାଣ୍ଡର ବ୍ୟାଙ୍କକ ଠାରେ ଶେଷ ହେ।ଇଥିବା ବ୍ୟାଡମିଣ୍ଟନ ଚାମ୍ପିୟାନସିପରେ ଗେ।ଲଡ ମେଡାଲ ହାସଲ କରିଛନ୍ତି ପ୍ରମେ।ଦ । ଫାଇନାଲ ରାଉଣ୍ଡରେ ଭାରତର ମନେ।ଜ ସରକାରଙ୍କ ଠାରୁ ସିଧାସଳଖ ୨୧-୧୮, ୨୧-୦୯ ପଏଣ୍ଟ ଜିତି ଟାଇଟେଲ ହାସଲ କରିଛନ୍ତି ଗେ।ଡରେ ଇଞ୍ଜୁରୀ ଥିବା ସତ୍ବେ ସିଧାସଳଖ ସେଟ୍ ଜିତିବା ତାଙ୍କ ପାଇଁ ବଡ ସଫଳତା ବେ।ଲି କହିଛନ୍ତି ପ୍ରମେ।ଦ ।

   Related Posts