ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ସ୍ୱାସ୍ଥ୍ୟ ପରୀକ୍ଷା କରି ଏମ୍ସରୁ ଫେରିବା ପରେ କମେଡି କିଙ୍ଗ୍ ପପୁ ପମ୍ ପମ୍ ସୋସିଆଲ ମିଡ଼ିଆ ଉପରେ ବର୍ଷିଛନ୍ତି ; କାରଣ କ’ଣ ଦେଖନ୍ତୁ ଏହି ଭିଡିଓ

31/08/2018 at 1:37 AM

ସୋସିଆଲ ମିଡିଆରେ ଅପପ୍ରଚାର ନେଇ ସଫେଇ ଦେଇଛନ୍ତି ପପୁ ପମ୍ପମ୍ । ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅପପ୍ରଚାର ହେଉଥିବା ବେଳେ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି ନିଜେ ପପୁ । ସେ କହିଛନ୍ତି ମୋ ନାଁରେ ଗୁଜବ ପ୍ରଚାର କରାଯାଉଛି । ସେ କହିଛନ୍ତି, ମାସିକ ରୁଟିନ୍ ଚେକ୍ଅପ୍ ପାଇଁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ । ସେ ପ୍ରାନକ୍ରିୟା ସଂକ୍ରମଣ ଜନିତ ରୋଗରେ ପୀଡିତ ଅଛନ୍ତି । ସେଥିପାଇଁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ତେବେ, ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ।

   Related Posts