Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପପୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

17/05/2018 at 12:03 PM

ଭଲ ଅଛନ୍ତି ପପୁ। ଆଇସୁୟୁରେ ତାଙ୍କୁ ରଖା ଯାଇଛି। ନାକରେ ନଳୀ ଲାଗିଛି।। ସମସ୍ତଙ୍କୁ ହସାଉଥିବା ପପୁ ଖୁବ ଶିଘ୍ର ଡିସଚାର୍ଜ ହେବେ ଦୀଲ୍ଲି ଏମସରୁ। ଗ୍ୟାସଚ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସରାଏ ତାଙ୍କର ଚିକିତ୍ସା କରୁଛନ୍ତି। ସୋସିଆଲ ମିଡ଼ିଆରେ ହେଉଥିବା ଅପପ୍ରଚାରକୁ ପ୍ରବଳ ନିନ୍ଦା କରିଛନ୍ତି ପପୁଙ୍କ ସଂପର୍କୀୟ। ସେ ଖୁବ ଶିଘ୍ର ଭଲ ହୋଇ ଓଡିଶା ଫେରନ୍ତୁ ବୋଲି ରାଜ୍ୟବାସୀଙ୍କୁ ପ୍ରାଥନା କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ।

Leave a Reply

   Related Posts