Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||
  • ସୋନପୁର : ସାମାନ୍ୟ ପାଟିତୁଣ୍ଡରୁ ହତ୍ୟା, ବାପାକୁ ମାରି ପୋତିଦେଲା ପୁଅ !
  • ||

ପିତ୍ତକୋଷରେ ପଥର ପାଇଁ କାଳ ହେଉଛି ଏହି ପତ୍ର, ରସ ପିଇଲେ ହୋଇଯିବ ସମ୍ପୂର୍ଣ୍ଣ ଭଲ

2/01/2019 at 4:26 PM

ଖାଇବା ପିଇବାରେ ଅବହେଳା କଲେ କିମ୍ୱା ପିତ କୋଷରେ ପଥର ହୋଇଥାଏ। ଏହା ଅପେରେସନ ଦ୍ୱାରା ଠିକ ହୋଇଥାଏ। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯଉଁମାନେ  ଅପେରେସନ କରେଇବାକୁ ଡରନ୍ତି। ତେବେ ଜାଣନ୍ତୁ ଅପେରେସନ ନ କରି ଏହି ସମସ୍ୟାର କି ଭଳି ସମାଧାନ ହେବ ଏବଂ ପିତ୍ତକୋଷରରେ ହୋଇଥିବା ପଥର ଖସିଯିବ।
 ଏମିତି ଏକ ଗଛ,  ଯାହାର ପତ୍ର ବ୍ୟବହାର କରିଲେ କୋଷରୁ ପଥର ଖସିଯିବ। ଅମୃତଭଣ୍ଡାର ପତ୍ରରେ ଏହାର ସମାଧାନ ହୋଇଥାଏ। ଏହି ପତ୍ରରେ ଅନେକ ଓୌଷଧିୟ ଗୁଣ ରହିଛି। ଯାହା ଶରୀରରେ ହୋଇଥିବା ପଥରକୁ କାଟିଥାଏ। ଅମୃତଭଣ୍ଡାର ୨-୩ଟି ପତ୍ରକୁ ଭଲ ଭାବରେ ସଫା କରି ୪ ଗ୍ଲାସ ପାଣିରେ ଫୁଟାଇ ତାର ପାଣି ଛାଣନ୍ତି। ଥଣ୍ଡା ହେଲା ପରେ ସକାଳ ସଂଧ୍ୟାରେ  ପିଇଲେ କିଛି ସମୟ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ।

 

    

 

   Related Posts