ପିତ୍ତକୋଷରେ ପଥର ପାଇଁ କାଳ ହେଉଛି ଏହି ପତ୍ର, ରସ ପିଇଲେ ହୋଇଯିବ ସମ୍ପୂର୍ଣ୍ଣ ଭଲ

Published By : Prameya-News7 Bureau | January 02, 2019 IST

wp:heading {"level":5}
ଖାଇବା ପିଇବାରେ ଅବହେଳା କଲେ କିମ୍ୱା ପିତ କୋଷରେ ପଥର ହୋଇଥାଏ। ଏହା ଅପେରେସନ ଦ୍ୱାରା ଠିକ ହୋଇଥାଏ। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯଉଁମାନେ  ଅପେରେସନ କରେଇବାକୁ ଡରନ୍ତି। ତେବେ ଜାଣନ୍ତୁ ଅପେରେସନ ନ କରି ଏହି ସମସ୍ୟାର କି ଭଳି ସମାଧାନ ହେବ ଏବଂ ପିତ୍ତକୋଷରରେ ହୋଇଥିବା ପଥର ଖସିଯିବ।
/wp:heading {"id":69743}
wp:heading {"level":5}
 ଏମିତି ଏକ ଗଛ,  ଯାହାର ପତ୍ର ବ୍ୟବହାର କରିଲେ କୋଷରୁ ପଥର ଖସିଯିବ। ଅମୃତଭଣ୍ଡାର ପତ୍ରରେ ଏହାର ସମାଧାନ ହୋଇଥାଏ। ଏହି ପତ୍ରରେ ଅନେକ ଓୌଷଧିୟ ଗୁଣ ରହିଛି। ଯାହା ଶରୀରରେ ହୋଇଥିବା ପଥରକୁ କାଟିଥାଏ। ଅମୃତଭଣ୍ଡାର ୨-୩ଟି ପତ୍ରକୁ ଭଲ ଭାବରେ ସଫା କରି ୪ ଗ୍ଲାସ ପାଣିରେ ଫୁଟାଇ ତାର ପାଣି ଛାଣନ୍ତି। ଥଣ୍ଡା ହେଲା ପରେ ସକାଳ ସଂଧ୍ୟାରେ  ପିଇଲେ କିଛି ସମୟ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ।
/wp:heading wp:heading {"level":1}

 

/wp:heading wp:heading {"level":1}

    

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.