ପଞ୍ଚମପାଳିର ପ୍ରଥମ ବର୍ଷ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା: ଅରୁଣ ସାହୁ

Published By : Prameya-News7 Bureau | June 08, 2020 IST

ଭୁବନେଶ୍ବର୮/୬: ପଞ୍ଚମପାଳିର ପ୍ରଥମ ବର୍ଷରେ ବିଜେଡି ଆଗରେ ଅଛି। ପଞ୍ଚମପାଳିର ପ୍ରଥମ ବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଚ୍ୟାଲେଞ୍ଜ୍ ସମ୍ମୁ୍‌ଖୀନ କରିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରିଛନ୍ତି। ପଞ୍ଚମପାଳିର ପ୍ରଥମ ବର୍ଷରେ ଫନି, କରୋନା ଏବଂ ଅମ୍ଫାନ ଭଳି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିଛି ସରକାର। ଏହି ପ୍ରଥମ ବର୍ଷ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.