Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତକୁ କଲେ ସଟଡାଉନ୍

2/06/2020 at 3:58 PM

ପାଟଣା, ୦୨|୦୬: ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ । କରୋନା ସଂକ୍ରମଣ ରୋକିବାକୁ ପଞ୍ଚାୟତକୁ କଲେ ସଟଡାଉନ୍ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତକୁ ୩୬ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି  ସରପଞ୍ଚ ପାର୍ବତୀ ଦେହୁରୀ ।

ସୂଚନାନୁସାରେ, ମହାରାଷ୍ଟ୍ରରୁ ଅନ୍ୟମାନଙ୍କ ଅଜାଣତରେ ଏରେଣ୍ଡେଇ ଗ୍ରାମକୁ ଫେରିଥିବା ଜଣେ ପ୍ରବାସୀ ବହୁ ଲୋକଙ୍କ ସହ ମିଳାମିଶା କରିଥିବା ଖବର ମିଳିଥିଲା । ଏହାପରେ ପରେ ପିଇଓ ସୁଧାଂଶୁ ପାଇକରାୟ ଓ ଗ୍ରାମ ରୋଜଗାର ସେବକ ତ୍ରିନାଥ ମହାନ୍ତ ଉକ୍ତ ପ୍ରବାସୀ ଯୁବକଙ୍କୁ ଠାବ କରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି । ପଞ୍ଚାୟତ ପକ୍ଷରୁ ଗ୍ରାକୁ ସାନିଟାଇଜେସନ୍ କରିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଛି । ଏହାସହ ସରପଞ୍ଚ ପଞ୍ଚାୟତ ମୁଖ୍ୟାଳୟ ଏରେଣ୍ଡେଇ ଗ୍ରାମକୁ ୩୬ ଘଣ୍ଟା  ସଟ୍ ଡାଉନ୍ ଘୋଷଣା କରିଛନ୍ତି।

   Related Posts