Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଦବିଲା ପଳାଶୁଣୀ ଓଭର ବ୍ରିଜ, ଗାଡି ଚଳାଚଳ ପ୍ରଭାବିତ

25/08/2019 at 9:03 PM

 ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ନିକଟରେ ଥିବା ଓଭର ବ୍ରିଜ ଦବି ଯାଇଥିବା ସୂଚନା ମିଳିଛ । କଟକରୁ ଭୁବନେଶ୍ୱର ଆସୁଥିବା ରାସ୍ତାରେ  ପଳାଶୁଣୀ ନିକଚରେ ଓଭର ବ୍ରିଜ ଦବିଛି । ଏହାପରେ ସେହି ରାସ୍ତାରେ ଗାଡି ମଟର ଚଳାଚଳ ବନ୍ଦ କରାଯାଇଛି  । ପୁଲିସ ଓ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ସେହି ସ୍ଥାନର ପହଞ୍ଚିଛନ୍ତି ।

ଏବେ ସେହି ସ୍ଥାନରୁ କର୍ଡନ କରାଯାଇଛି । ଏଥିଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

   Related Posts