Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ପାକିସ୍ତାନୀ ମଡେଲଙ୍କ ଫଟୋ

31/03/2019 at 2:53 PM

ମୁରାଦବାଦ ୩୧/୩ : ପାକିସ୍ତାନର ଏହି ମଡେଲଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ହେଉଛି | ଏହି ସେକ୍ସି ମଡେଲଙ୍କ ନାଁ ହେଲା ଆଫ୍ରିନ ଖାନ | ଆଫ୍ରିନ ଆଜିକାଲି ସୋସିଆଲ ମିଡ଼ିଆ ବହୁତ ଚର୍ଚ୍ଚାରେ ଅଛନ୍ତି |


ପାକିସ୍ତାନରେ ବହୁତ ସୁନ୍ଦର ସୁନ୍ଦର ମଡେଲ ଏବଂ ଅଭିନେତ୍ରୀ ଅଛନ୍ତି | କିନ୍ତୁ ଏହି ମଡେଲଙ୍କ କଥା ଟିକେ ନିଆରା | ପେସାରେ ଆଫ୍ରିନ ଜଣେ ମଡେଲ ଏବଂ ଡ୍ୟାନ୍ସର | ୟୁଟ୍ୟୁବରେ ଆଫ୍ରିନଙ୍କ ଅନେକ ଭିଡିଓ ରହିଛି | ଫେସବୁକରେ ମଧ୍ୟ ଆଫ୍ରିନ ହାଲ୍ଲା ମଚେଇ ଚାଲିଛନ୍ତି | ଇନ୍ସଟାଗ୍ରାମରେ ମଧ୍ୟ ଆଫ୍ରିନଙ୍କ ବହୁ ମାତ୍ରାରେ ଫଲୋୟର୍ସ ଅଛନ୍ତି |


ଆଫ୍ରିନ ଖାନ ପାକିସ୍ତାନର ମୁରାଦବାଦରେ ଜନ୍ମ ହୋଇଥିଲେ | ସେ ପାକିସ୍ତାନର ଜଣେ ଜଣାଶୁଣା ଚେହେରା | ସେ ପାକିସ୍ତାନର ଜଣେ ବହୁ ଲୋକପ୍ରିୟ ମଡେଲ, ଡ୍ୟାନ୍ସର ଏବଂ ଅଭିନେତ୍ରୀ |

   Related Posts