ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ପାକିସ୍ତାନୀ ମଡେଲଙ୍କ ଫଟୋ

Published By : Prameya-News7 Bureau | March 31, 2019 IST

ମୁରାଦବାଦ ୩୧/୩ : ପାକିସ୍ତାନର ଏହି ମଡେଲଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ହେଉଛି | ଏହି ସେକ୍ସି ମଡେଲଙ୍କ ନାଁ ହେଲା ଆଫ୍ରିନ ଖାନ | ଆଫ୍ରିନ ଆଜିକାଲି ସୋସିଆଲ ମିଡ଼ିଆ ବହୁତ ଚର୍ଚ୍ଚାରେ ଅଛନ୍ତି |


ପାକିସ୍ତାନରେ ବହୁତ ସୁନ୍ଦର ସୁନ୍ଦର ମଡେଲ ଏବଂ ଅଭିନେତ୍ରୀ ଅଛନ୍ତି | କିନ୍ତୁ ଏହି ମଡେଲଙ୍କ କଥା ଟିକେ ନିଆରା | ପେସାରେ ଆଫ୍ରିନ ଜଣେ ମଡେଲ ଏବଂ ଡ୍ୟାନ୍ସର | ୟୁଟ୍ୟୁବରେ ଆଫ୍ରିନଙ୍କ ଅନେକ ଭିଡିଓ ରହିଛି | ଫେସବୁକରେ ମଧ୍ୟ ଆଫ୍ରିନ ହାଲ୍ଲା ମଚେଇ ଚାଲିଛନ୍ତି | ଇନ୍ସଟାଗ୍ରାମରେ ମଧ୍ୟ ଆଫ୍ରିନଙ୍କ ବହୁ ମାତ୍ରାରେ ଫଲୋୟର୍ସ ଅଛନ୍ତି |

{"id":98789}


ଆଫ୍ରିନ ଖାନ ପାକିସ୍ତାନର ମୁରାଦବାଦରେ ଜନ୍ମ ହୋଇଥିଲେ | ସେ ପାକିସ୍ତାନର ଜଣେ ଜଣାଶୁଣା ଚେହେରା | ସେ ପାକିସ୍ତାନର ଜଣେ ବହୁ ଲୋକପ୍ରିୟ ମଡେଲ, ଡ୍ୟାନ୍ସର ଏବଂ ଅଭିନେତ୍ରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.