Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୭-୮ ଝିଅଙ୍କ ସହ ଆଫେୟାର ରଖିବା ନେଇ ପାକିସ୍ତାନ କ୍ରିକେଟର ଇମାମ୍ ଉଲ୍ ହକଙ୍କ ନାଁରେ ଗୁରୁତର ଅଭିଯୋଗ…

26/07/2019 at 4:07 PM

ନୂଆଦିଲ୍ଲୀ୨୬|୭:  ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇଞ୍ଜମାମ ଉଲ ହକଙ୍କ ଭଣଜା ତଥା ବର୍ତ୍ତମାନର କ୍ରିକେଟର ଇମାମ ଉଲ ହକଙ୍କ ନାଁରେ ଆସିଲା ଗୁରୁତର ଅଭିଯୋଗ। ଝିଅମାନଙ୍କ ସହ ଅଫେୟାର ରଖିବା ନେଇ ଇମାମ ଉଲ ହକଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି। କେବଳ ଇମାମଙ୍କ ନାଁରେ ନୁହେଁ ବରଂ ବର୍ତ୍ତମାନ ସମୟରେ ଯୁବ ଖେଳାଳିଙ୍କ ନାଁରେ ଏହିଭଳି ଅଭିଯୋଗ ଆସିବାରେ ଲାଗିଛି।

 ଏକ ଟ୍ବିଇଟର ୟୁଜର୍ସଙ୍କ ଅନୁସାରେ, ପାକିସ୍ତାନର ଦମଦାର ବ୍ୟାଟ୍ସମ୍ୟାନ ଇମାମ ଉଲ ହକ ୭-୮ ଜଣ ଝିଅଙ୍କ ସହ ଅଫେୟାର ରଖୁଥିଷଲ। ଟ୍ବିଇଟର ୟୁଜର୍ସ ଜଣଙ୍କ ଇମାମ ଉଲ ହକଙ୍କ ହ୍ବାଟ୍ସସପ୍ ଥିବା ମେସେଜଗୁଡିକକୁ ଲିକ୍ କରିଦେଇଛନ୍ତି। ଯେଉଁଥିରେ ସେ ସବୁ ଝିଅଙ୍କୁ ଧୋକା ଦେଇଥିବା ନେଇ ଝିଅମାନେ କହିଛନ୍ତି। ଟ୍ବିଇଟର ୟୁଜର୍ସଙ୍କ କହିବାନୁଯାୟୀ, ୭-୮ ଜଣଙ୍କ ସହିତ ଇମାମ ଉଲ ହକ ଡେଟ୍ ଯାଉଥିଲେ।  ସେ ସେହି ଝିଅମାନଙ୍କ ସହ ମଧ୍ୟ ସଂପର୍କ ରଖୁଥିଲେ।ଇମାମ ଉଲ ହକ ସବୁବେଳେ ଅବିବାହିତ ବୋଲି ଝିଅମାନଙ୍କ ପାଖରେ କହୁଥିଲେ। ଏହିଭଳି ମିଛ ମେସେଜର ମେସେଜର ସ୍କ୍ରିନ୍ ସଟ ମଧ୍ୟ ରହିଛି।

ବାମ ହାତି ବ୍ୟାଟ୍ସମ୍ୟାନ ଉମାମ ଉଲ ହକଙ୍କ  କ୍ରିକେଟ କ୍ୟାରିୟର କଥା କହିବା ତେବେ ୨୦୧୯ ବିଶ୍ବକପରେ ସେ ପାକିସ୍ତାନ ଟିମ ଜଣେ ସକ୍ରିୟ କ୍ରିକେଟର ଭାବେ ଅଂଶ ଗ୍ରହଣ କରିଥିଲେ। ବିଶ୍ବକପ ଲିଗ୍ ମ୍ୟାଚରେ ବାଙ୍ଗାଲାଦେଶ ବିପକ୍ଷରେ ସେ ଶତକ ହାସଲ କରିଥିଲେ। ସେହି ମ୍ୟାଚରେ ପାକସ୍ତାନର ବଡ ବିଜୟ ହାସଲ କରିଥିଲା। ହେଲେ ସେମିଫାଇନାଲ ମ୍ୟାଚକୁ ଯାଇ ପାରିନଥିଲା।

   Related Posts