Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଗୁଜୁରାଟ ଉପକୂଳରୁ ୫ଟି ପାକିସ୍ତାନୀ ବୋଟ୍‌ ଜବତ କଲା ବିଏସ୍ଏଫ୍‌

12/10/2019 at 4:58 PM

ଅହମ୍ମଦାବାଦ- ଗୁଜୁରାଟ ଉପକୂଳକୁ ବିଏସ୍‌ଏଫ୍‌ ପକ୍ଷରୁ ୫ଟି ପାକିସ୍ତାନୀ ଡଙ୍ଗା ଜବତ କରାଯାଇଛି । ଗୁଜୁରାଟର ହାରାମୀ ନାଲା ସମୁଦ୍ରକୂଳରୁ ଏହି ଡଙ୍ଗାଗୁଡିକୁ ଜବତ କରାଯାଇଛି । ଏହି ସ୍ଥାନଟି ଭାରତ ଓ ପାକିସ୍ତାନ ସୀମାର ନିକଟବର୍ତ୍ତୀ ଅଞ୍ଚଳ ।

ଜବତ କରାଯାଇଥିବା ଡଙ୍ଗାଗୁଡିକ ଗୋଟିଏ ଇଞ୍ଜିନ ଯୁକ୍ତ । ଏହାପରେ ବିଏସ୍‌ଏଫ୍‌ ପକ୍ଷରୁ ତଲାସୀ ଜୋରଦାର କରାଯାଇଛି । ଏ ପର୍ଯ୍ୟନ୍ତ କୌଣସି ସନ୍ଦେହ ଜନକ କିମ୍ବା ସନ୍ଦିଗ୍ଧ ବସ୍ତୁ ଜବତ ହୋଇ ନଥିବା ସୂଚନା ମିଳିଛି ।

ପୂର୍ବରୁ ହାରାମୀ ନାଲା ନିକଟରୁ ପାକିସ୍ତାନୀ ବୋଟ୍‌ ଜବତ ହୋଇଥଲା । ଏହା ଏକ ସଙ୍କୀର୍ଣ୍ଣ ସମୁଦ୍ରପଥ । ପୂର୍ବରୁ ଅନେକ ଥର ଏହି ସ୍ଥାନରୁ ପାକିସ୍ତାନ ବୋଟ୍‌ ଜବତ ହୋଇଛି ।

   Related Posts