Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଭାରତ-ଚୀନ କଳିରୁ ଫାଇଦା ଷଡ଼ଯନ୍ତ୍ରରେ ପାକିସ୍ତାନ : କାଶ୍ମୀରରେ ବଡ଼ ଧରଣର ଆତଙ୍କୀ ହମଲାର ଯୋଜନା

18/06/2020 at 9:38 AM

ନୂଆଦିଲ୍ଲୀ ୧୮/୬: ଗୋଟିଏ ପଟେ ଭାରତ ଲଦାଖରେ LAC ପାଖରେ ଚୀନ ସେନା ସହ ଲଢ଼େଇ  କରୁଛି। ଅନ୍ୟ ପଟେ ପାକିସ୍ତାନ ଭାରତ-ଚୀନ ମଧ୍ୟରେ ବଢ଼ୁଥିବା ତିକ୍ତତାର ଫାଇଦା ଉଠାଇବା ଯୋଜନା କରୁଛି।

ଜୁନ୍ ୧୫ତାରିଖ ସୋମବାର ରାତି ପରେ ଭାରତ-ଚୀନ ମଧ୍ୟରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଏକ ସୁଯୋଗ ଭାବେ ଦେଖି ପାକିସ୍ତାନ ଏହାର ଫାଇଦା ଉଠାଇବାର ପ୍ରସ୍ତୁତିରେ ଲାଗି ପଡ଼ିଛି।

 

 

   Related Posts