Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଏବେ ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

8/08/2019 at 3:02 PM

 ନୂଆଦିଲ୍ଲୀ ୮/୮: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଉତ୍ତେଜିତ ଅବସ୍ଥାରେ ରହିଛି। ପାକିସ୍ତାନ ଏବେ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। ପାକିସ୍ତାନ ମିଡିଆ ତରଫରୁ ଏହି ସୂଚନା ମିଳିଛି। ଏହା ପୂର୍ବରୁ ପାକିସ୍ତାନ ଭାରତ ସହ ରାଜନୈତିକ ସମ୍ପର୍କ ଛିନ୍ନ କରିଛି।

ପାକିସ୍ତାନ ନିଜ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡ଼କୁ ସମଝୌତା ଏକ୍ସପ୍ରେସ ସହ ପଠାଇବାକୁ ମନା କରିଛି। ଏହି ମାମଲା​ରେ ଅଟାରୀ ଆନ୍ତର୍ଜାତୀୟ ରେଲଓ୍ବେ ଷ୍ଟେସନର ସୁପରିଟେଣ୍ଡେଣ୍ଟଙ୍କ କହିବାନୁସାରେ ଆଜି ପାକିସ୍ତାନରୁ ସମଝୌତା ଏକ୍ସପ୍ରେସକୁ ଭାରତ ଯିବାର ଥିଲା କିନ୍ତୁ ଏହି ସମୟରେ ଯେ ଭାରତୀୟ ରେଳ ନିଜ ଡ୍ରାଇଭର ଏବଂ କ୍ରୃ ମେମ୍ବରକୁ ପଠାଇ ସମଝୌତା ଏକ୍ସପ୍ରେସକୁ ନେଇଯିବାକୁ ପାକିସ୍ତାନରୁ ଖବର ଆସିଥିଲା। ସେ କହିଥିଲେ ଯେ ପାକିସ୍ତାନୀ ରେଲଓ୍ବେ ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ନେଇଛି। ଏବେ ଭାରତୀୟ ରେଳ ଡ୍ରାଇଭର ଏବଂ ଗାର୍ଡ଼ ଯେଉଁମାନଙ୍କ ପାଖରେ ଭିସା ଥିବ ସେମାନଙ୍କୁ ସମଝୌତା ଏକ୍ସପ୍ରେସକୁ ଆଣିବାକୁ ପଠାଯିବ।

   Related Posts