Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରେ ପହଞ୍ଚିଲା ପାକିସ୍ତାନ ଟିମ୍

25/11/2018 at 1:14 AM

ହକି ବିଶ୍ୱକପ ପାଇଁ ପହଞ୍ଚିଛି ପାକିସ୍ତାନ ଟିମ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷାବଳରେ ହୋଟେଲକୁ ନିଆଯାଇଥିଲା । ପୁରା ସୁରକ୍ଷାର ତଦାରଖ କରିଥିଲେ ଡିସିପି । ପାକ ଟିମ ପ୍ରଥମେ ବସ ଯୋଗେ ଅଟାରି ଓ୍ୱାଘା ବର୍ଡରେ ପହଞ୍ଚିବା ପରେ ସେଠାରୁ ଅମୃତସର ଆସିଥିଲା । ଅମୃସରରୁ ଦିଲ୍ଲୀ ବିମାନ ଯୋଗେ ଆସି ସେଠାରୁ ଭୁବନେଶ୍ୱର ବିମାନ ବନ୍ଦରରେ ସଂନ୍ଧ୍ୟାରେ ପହଞ୍ଚିଥିଲା ।

   Related Posts