ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ହିନ୍ଦୁଙ୍କୁ ଜଣାଇଲେ ହୋଲି ଶୁଭେଚ୍ଛା

Published By : Prameya-News7 Bureau | March 20, 2019 IST

ଲାହୋର ୨୦/୩- ରଙ୍ଗର ପର୍ବ ହୋଲି ପାଇଁ ପାକିସ୍ତାନରେ ବାସକରୁଥିବା ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନ୍ । ହିନ୍ଦୁମାନଙ୍କର ଏହି ପର୍ବ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରେ ବୋଲି ଇମରାନ କହିଛନ୍ତି ।

ହୋଲି ଅବସରରେ ପାକିସ୍ତାନ ପିପୁଲସ୍ ପାର୍ଟିର ଅଧ୍ୟକ୍ଷ ବିଲଓ୍ଵାଲ ଭୁଟୋ ଜର୍ଦାରୀ  ମଧ୍ୟ ହିନ୍ଦୁମାନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହା ମହମ୍ମଦ କ୍ୟୁରେସି ହୋଲି ପାଇଁ ହିନ୍ଦୁଙ୍କ ଉଦ୍ଦେଶ୍ୟରେ ମଧ୍ୟ ରଖିଛନ୍ତି ଶୁଭେଚ୍ଛା ବାର୍ତ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.