Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ପାକିସ୍ତାନ ପ୍ରଧାନମନ୍ତ୍ରୀ ଡ଼ହଳ ବିକଳ ହୋଇ ଖୋଜୁଛନ୍ତି କାହାକୁ, କିଏ ସେ ଖାସ୍ ବ୍ୟକ୍ତି, ଦେଖନ୍ତୁ ଭିଡିଓ

10/11/2019 at 9:01 PM

ଇସ୍ଲାମାବାଦ୧୦/୧୧: କଂଗ୍ରେସ ନେତା ନବଜ୍ୟୋତି ସିଂହ ସିନ୍ଧୁ ସବୁବେଳେ ବିବାଦୀୟ କାର୍ଯ୍ୟ କରି ଚର୍ଚ୍ଚା ରହି ଆସିଛନ୍ତି। ନିକଟରେ ନବଜ୍ୟୋତି ସିଂହ ସିଦ୍ଧୁ କର୍ତ୍ତାରପୁର ପହଞ୍ଚିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଭଳି ଭାବେ ତାଙ୍କୁ ଖୋଜୁଛନ୍ତି ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତ ଅଧିକାରୀଙ୍କ ସାମ୍ନାରେ ସିନ୍ଧୁଙ୍କୁ ଦେଖିବା ପାଇଁ ଇମ୍ରାନ କିଭଳି ଡ଼ହଳ ବିକଳ ହେଉଛନ୍ତି ଭିଡିଓ ଦେଖିଲେ ହୁଏତ ଆପଣ ଜାଣି ପାରିବେ। ଦେଖନ୍ତୁ ଭିଡିଓ

   Related Posts