ଆରପାରିରେ ସୁଷମା : ପଡୋଶୀ ଦେଶ ପାକିସ୍ତାନ ମଧ୍ୟ କଲା ଶୋକ ପ୍ରକାଶ

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭|୮: ପଡୋଶୀ ପାକିସ୍ତାନ ପକ୍ଷରୁ ମଧ୍ୟ ସୁଷମାଙ୍କ ବିୟୋଗରେ ଦୁଃଖପ୍ରକାଶ କରାଯାଇଛି । ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫବାଦ୍  ହୁସେନ୍ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ସୁଷମାଙ୍କ ପରିବାର ପ୍ରତି ଗଭୀର ସମବେଦନା ।

ସୁଷମାଙ୍କ ସହ ଟ୍ବିଟରରେ ସବୁବେଳେ ହେଉଥିବା ଯୁକ୍ତିକୁ ସେ ସବୁବେଳେ ମନେ ପକାଇବେ । ସେ ତାଙ୍କ ଅଧିକାର ଓ କାର୍ଯ୍ୟକୁ ନେଇ ସବୁବେଳ ତତ୍ପର । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଫବାଦ୍  ଟ୍ବିଟ୍  କରିଛନ୍ତି ।

wp:core-embed/twitter {"url":"https://twitter.com/fawadchaudhry/status/1158799677891833857","type":"rich","providerNameSlug":"twitter","className":""}
https://twitter.com/fawadchaudhry/status/1158799677891833857
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.