Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆରପାରିରେ ସୁଷମା : ପଡୋଶୀ ଦେଶ ପାକିସ୍ତାନ ମଧ୍ୟ କଲା ଶୋକ ପ୍ରକାଶ

7/08/2019 at 9:55 AM

ନୂଆଦିଲ୍ଲୀ ୭|୮: ପଡୋଶୀ ପାକିସ୍ତାନ ପକ୍ଷରୁ ମଧ୍ୟ ସୁଷମାଙ୍କ ବିୟୋଗରେ ଦୁଃଖପ୍ରକାଶ କରାଯାଇଛି । ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଚୌଧୁରୀ ଫବାଦ୍  ହୁସେନ୍ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ସୁଷମାଙ୍କ ପରିବାର ପ୍ରତି ଗଭୀର ସମବେଦନା ।

ସୁଷମାଙ୍କ ସହ ଟ୍ବିଟରରେ ସବୁବେଳେ ହେଉଥିବା ଯୁକ୍ତିକୁ ସେ ସବୁବେଳେ ମନେ ପକାଇବେ । ସେ ତାଙ୍କ ଅଧିକାର ଓ କାର୍ଯ୍ୟକୁ ନେଇ ସବୁବେଳ ତତ୍ପର । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଫବାଦ୍  ଟ୍ବିଟ୍  କରିଛନ୍ତି ।

   Related Posts