Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପାକିସ୍ତାନର ପେଟ୍ରୋଲ୍ ମୂଲ୍ୟ ବିଷୟରେ ଆପଣ ଜାଣିଛନ୍ତି କି : ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ

12/05/2019 at 1:43 PM

ପାକିସ୍ତାନରେ ଦରଦାମ୍ ଦିନକୁ ଦିନ ବଢ଼ିବାକୁ ଲାଗିଛି। ପନିପରିବା ଏବଂ କ୍ଷୀରର ମୂଲ୍ୟରେ ବାରମ୍ବାର ହ୍ରାସବୃଦ୍ଧି ଘଟିବା ପରେ ପାକିସ୍ତାନରେ ପ୍ରେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ଘଟିଛି। ଭବିଷ୍ୟତରେ ଏହାର ମୂଲ୍ୟରେ ଉତ୍ଥାନ-ପତନ ଦେଖା ଦେଇପାରେ।

ପାକିସ୍ତାନର ଆର୍ଥିକ ସମନ୍ବୟ ସମିତି ଶୁକ୍ରବାର ବୈଠକରେ ପେଟ୍ରୋଲିୟମ୍ ଜିନିଷର ମୂଲ୍ୟ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି। ଏହା ଅନୁସାରେ ମଇରେ ପେଟ୍ରୋଲିୟମର ଉତ୍ପାଦରେ ପ୍ରତି ଲିଟରକୁ ୯ଟଙ୍କା ବୃଦ୍ଧି ହୋଇଛି। ଏହି ବୃଦ୍ଧି ସହ,ପାକିସ୍ତାନର ପେଟ୍ରୋଲର ମୂଲ୍ୟ ପ୍ରତି ଲିଟରକୁ ୧୦୮ଟଙ୍କା ବଢ଼ିଯାଇଛି।  

   Related Posts