Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୀମାରେ ପୁଣି ପାକିସ୍ତାନ ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼, ୨ ମୃତ ଓ ୮ ଆହତ

ଶ୍ରୀନଗର୩/୧୨: ସୀମାରେ ପୁଣି ଗୁଳିବର୍ଷଣ। ଜାମ୍ମୁ-କାଶ୍ମୀରର ଶାହପୁର ଓ କିରନୀ ସେକ୍ଟରେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଓ ଫାୟାରି ହୋଇଛି। ପାକିସ୍ତାନର ଏହି ଗୁଳି ବର୍ଷରେ ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଆଠଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ହସ୍ପିଟାଲରେ ଆଠ ଜଣଙ୍କୁ ଭର୍ତ୍ତି କରାଯାଇଛି।

123 Views

   ସମ୍ବନ୍ଧିତ ଖବର