ସୀମାରେ ପୁଣି ପାକିସ୍ତାନ ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼, ୨ ମୃତ ଓ ୮ ଆହତ

Published By : Prameya-News7 Bureau | December 03, 2019 IST

ଶ୍ରୀନଗର୩/୧୨: ସୀମାରେ ପୁଣି ଗୁଳିବର୍ଷଣ। ଜାମ୍ମୁ-କାଶ୍ମୀରର ଶାହପୁର ଓ କିରନୀ ସେକ୍ଟରେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଓ ଫାୟାରି ହୋଇଛି। ପାକିସ୍ତାନର ଏହି ଗୁଳି ବର୍ଷରେ ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଆଠଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ହସ୍ପିଟାଲରେ ଆଠ ଜଣଙ୍କୁ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.