Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଚୀନ୍‌କୁ ଝଟ୍‌କା: ପାକିସ୍ତାନରେ ‘ଟିକ୍‌ଟକ୍‌’ ବ୍ୟାନ୍‌, ସଂସ୍କୃତି ବଞ୍ଚାଇବାକୁ ପଦକ୍ଷେପ ନେଲେ ଇମ୍ରାନ୍‌ ସରକାର

9/10/2020 at 6:20 PM

ନୂଆଦିଲ୍ଲୀ ୦୯/୧୦: ଚୀନକୁ ଝଟ୍‌କା ଦେଲା ପାକିସ୍ତାନ।  ଚୀନ ଆପ୍‌ ‘ଟିକ୍‌ଟକ୍‌’କୁ ବ୍ୟାନ୍‌ କଲା ପାକିସ୍ତାନ। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଦୂରସଂଚାର ପ୍ରାଧିକରଣ ଚାଇନିଜ୍‌ ଆପ୍‌ ‘ଟିକ୍‌ଟକ୍‌’ ଆପ୍‌କୁ ବ୍ଲକ୍‌ କରିଛି।

‘ଟିକ୍‌ଟକ୍‌’ ଆପ୍‌ରେ ସୁରକ୍ଷାକୁ ନେଇ ବହୁ ଅସୁବିଧା ଥିବା ବେଳେ ଦେଶର ସଂସ୍କୃତିକୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପାକିସ୍ତାନ ଦୂରସଂଚାର ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଯଦି କମ୍ପାନୀ ଏଥିରେ କିଛି ପରିବର୍ତ୍ତନ କରେ ତେବେ ‘ଟିକ୍‌ଟକ୍‌’ ପୁଣିଥରେ କାର୍ଯ୍ୟକ୍ଷମ ହେବ କି ନାହିଁ ବିଚାର କରାଯିବ ବୋଲି ପାକିସ୍ତାନ ସରକାର କହିଥିବା ଜଣାପଡ଼ିଛି।

ପାକିସ୍ତାନ ଦୂରସଂଚାର ପ୍ରାଧିକରଣ (ପିଟିଏ) ଅନୈତିକ ଓ ଅଶ୍ଳୀଳ ପୋଷ୍ଟ ଡିଲିଟ୍‌ ପାଇଁ ଟିକ୍‌ଟକ୍‌କୁ ବାରାମ୍ବାର କହିଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ଏନେଇ କୌଣସି ସନ୍ତୁଷ୍ଟ ଜନକ ପଦକ୍ଷେପ ନିଆଗଲା ନାହିଁ। ଏହାପରେ ଟିକ୍‌ଟକ୍‌କୁ ପାକିସ୍ତାନରେ ବ୍ଲକ୍‌ କରିବା ନେଇ ନିଷ୍ପତ୍ତି ହୋଇଥିବା ପିଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

   Related Posts