Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପାକିସ୍ତାନରେ ଭାରତୀୟ ସିନେମା ବ୍ୟାନ , ରୋକ୍ ଲଗାଇଲା ପାକିସ୍ଥାନ ସୂଚନା ଓ ପ୍ରସାରଣ ମନ୍ତ୍ରାଣାଳୟ

26/02/2019 at 9:23 PM

ଲାହୋର ୨୬/୨- ପୁଲଓ୍ଵାମା ଘଟଣାପରେ ଭାରତ ନେଇଥିବା ପଦକ୍ଷେପ ପାକିସ୍ତାନ ପାଇଁ ଭାରୀ ପଡ଼ିଛି । ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବାପରେ ପାକିସ୍ଥାନ ହୋଇପଡ଼ିଛି ପ୍ରତିକ୍ରିୟାଶୀଳ । ଭାରତ ଉପରେ କେମିତି ରାଗ ସୁଝେଇହେବ, ସେଥିପାଇଁ ଲାଗିପଡ଼ିଛି ପାକିସ୍ତାନ ।

ସର୍ଜିକାଲ ଷ୍ଟ୍ରାଇକପରେ ପାକିସ୍ତାନ ସୀମାରେ ଗୁଳିବର୍ଷଣ କରିବା , ମସୁଦ ଅଜହରକୁ ସୁରକ୍ଷିତ ସ୍ଥାନକୁ ନେବା, ପରେ ପାକିସ୍ତାନ ନେଇଛି ଆଉଗୋଟେ ପଦକ୍ଷେପ । ଭାରତୀୟ ସେନେମା ଉପରେ ଲଗାଇଛି ରୋକ୍ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓଦ ଚୌଧୁରୀ ଏହି ସୂଚନା ଦେଇଛନ୍ତି । କୌଣସି ଭାରତୀୟ ସିନେମା ପାକିସ୍ତାନରେ ଚାଲିପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

 

   Related Posts