Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପାକିସ୍ତାନ ମନ୍ତ୍ରୀଙ୍କ ଭୟଙ୍କର ଇଂରାଜୀ ଦେଖି ସୋସିଆଲ ମିଡିଆରେ ମଜାକ୍ ଉଡ଼ାଇଲେ ସମସ୍ତେ

12/04/2020 at 11:34 AM

ନୂଆଦିଲ୍ଲୀ ୧୨/୪: ପାକିସ୍ତାନର ଜଣାଶୁଣା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ପୁଣି ଥରେ ନିଜ ଟ୍ବିଟ୍ ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ପାକିସ୍ତାନର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମିନିଷ୍ଟ୍ରି ସମ୍ଭାଳୁଥିବା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଟ୍ରୋଲ୍ ହୋଇଛନ୍ତି।

ଫଓ୍ବାଦ ଚୌଧୁରୀ ଭାରତର ଲକଡାଉନକୁ ନେଇ ଟ୍ବିଟ୍ କରିଛନ୍ତି। ଟ୍ବିଟରେ ଫଓ୍ବାଦ INDIA ବଦଳରେ ENDIA ଲେଖିଥିଲେ। ଏହା ପରେ ସେ LOCKDOWN କୁ CORONALOCKDDOW ଲେଖିଥିଲେ। PANDEMIC ମହାମାରୀକୁ PENDAMIC ଲେଖିଥିଲେ। BECAUSE କୁ BECAUUSE ଲେଖିଥିଲେ।

ତାଙ୍କ ଟ୍ବିଟରେ ଲୋକଙ୍କ ନଜର ପଡ଼ିବାରୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ସୋସିଆଲ ମିଡିଆରେ ଜଣେ ୟୁଜର କହିଥିଲେ ମନ୍ତ୍ରୀ ମହାଶୟ ଭାରତକୁ ନେଇ କ’ଣ କହିବାକୁ ଚାହୁଁଛନ୍ତି। ଏହା ତ ସେ ହିଁ କହିପାରିବେ।

   Related Posts