ପାକିସ୍ତାନ ମନ୍ତ୍ରୀଙ୍କ ଭୟଙ୍କର ଇଂରାଜୀ ଦେଖି ସୋସିଆଲ ମିଡିଆରେ ମଜାକ୍ ଉଡ଼ାଇଲେ ସମସ୍ତେ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨/୪: ପାକିସ୍ତାନର ଜଣାଶୁଣା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ପୁଣି ଥରେ ନିଜ ଟ୍ବିଟ୍ ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ପାକିସ୍ତାନର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମିନିଷ୍ଟ୍ରି ସମ୍ଭାଳୁଥିବା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଟ୍ରୋଲ୍ ହୋଇଛନ୍ତି।

wp:core-embed/twitter {"url":"https://twitter.com/fawadchaudhry/status/1248628344901570560","type":"rich","providerNameSlug":"twitter","className":""}
https://twitter.com/fawadchaudhry/status/1248628344901570560
/wp:core-embed/twitter

ଫଓ୍ବାଦ ଚୌଧୁରୀ ଭାରତର ଲକଡାଉନକୁ ନେଇ ଟ୍ବିଟ୍ କରିଛନ୍ତି। ଟ୍ବିଟରେ ଫଓ୍ବାଦ INDIA ବଦଳରେ ENDIA ଲେଖିଥିଲେ। ଏହା ପରେ ସେ LOCKDOWN କୁ CORONALOCKDDOW ଲେଖିଥିଲେ। PANDEMIC ମହାମାରୀକୁ PENDAMIC ଲେଖିଥିଲେ। BECAUSE କୁ BECAUUSE ଲେଖିଥିଲେ।

{"id":252826,"sizeSlug":"large"}

ତାଙ୍କ ଟ୍ବିଟରେ ଲୋକଙ୍କ ନଜର ପଡ଼ିବାରୁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ସୋସିଆଲ ମିଡିଆରେ ଜଣେ ୟୁଜର କହିଥିଲେ ମନ୍ତ୍ରୀ ମହାଶୟ ଭାରତକୁ ନେଇ କ’ଣ କହିବାକୁ ଚାହୁଁଛନ୍ତି। ଏହା ତ ସେ ହିଁ କହିପାରିବେ।

{"id":252827,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.