Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ମୋଦିଙ୍କ ଉପରେ ଭରସା କରିଛନ୍ତି ପାକିସ୍ତାନର ସିନ୍ଧିବାସୀ : ପାକିସ୍ତାନର ନିର୍ଯାତନାରୁ ସ୍ବାଧୀନତା ପାଇଁ ଅପିଲ

22/09/2019 at 11:25 AM

ନୂଆଦିଲ୍ଲୀ ୨୨/୯: ମୋଦିଙ୍କ ଉପରେ ଭରସା କରିଛନ୍ତି ପାକିସ୍ତାନର ସିନ୍ଧିବାସୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁହାରି କରିବାକୁ ଅପେକ୍ଷା କରିଛନ୍ତି । ସିନ୍ଧିବାସୀଙ୍କୁ ପାକିସ୍ତାନର ନିର୍ଯାତନାରୁ ସ୍ବାଧୀନତା ଦେବା ଲାଗି ମୋଦିଙ୍କୁ ଅପିଲ କରିବେ ସିନ୍ଧିବାସୀ ।

ପାକିସ୍ତାନରେ ଗଣତନ୍ତ୍ର ନାହିଁ, ସିନ୍ଧିମାନଙ୍କୁ ଗଣହତ୍ୟା କରାଯାଉଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି । ବାଂଲାଦେଶ ସ୍ବାଧୀନତା ପାଇଁ ଯେଉଁଭଳି ଭାରତ ସହାୟତା କରିଥିଲା ଠିକ ସେହିପରି ସିନ୍ଦିଙ୍କ ସ୍ବାଧୀନତା ଲାଗି ଭାରତ ଆଗଭର ହେବା ଲାଗି ଅପିଲ କରିଛନ୍ତି ।

   Related Posts