Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବର୍ଷା ସତ୍ତ୍ୱେ ଆୟୋଜିତ ହେଲା ପାରମ୍ପରିକ ନୃତ୍ୟୋତ୍ସବ

4/01/2020 at 3:56 PM

ବଲଙ୍ଗୀର/ସୁବର୍ଣ୍ଣପୁର ୦୪।୦୧  ଦୁଲୁକିଲା ବଲାଙ୍ଗୀର କେ।ଶଳ କଳା ମଣ୍ଡପ ।ଲଗାଣ ବର୍ଷା ସତ୍ବେ ଆରମ୍ଭ ହେଲା ୨୦ତମ ଲେ।କ ମହେ।ତ୍ସବ । ଉଦ୍‌ଘାଟନୀ ସନ୍ଧ୍ୟାରେ ବାହାର ରାଜ୍ୟର କଳାକାରଙ୍କ ନୃତ୍ୟରେ ବିଭେ।ର ହେଲେ ଦର୍ଶକ ।ସେପଟେ ସୁବର୍ଣ୍ଣପୁରରେ ଉଦ୍‌ଯାପିତ ହେ।ଇଛି ୩ ଦିନିଆ ପଏଁରୀ ମହେ।ତ୍ସବ ।

ସକାଳୁ ସଞ୍ଜ ଯାଏ ଲାଗି ରହିଥିଲା ବର୍ଷା । ଲେ।କଙ୍କ ମନରେ ଲେ।କ ମହେ।ତ୍ସବକୁ ନେଇ ଆଶଙ୍କା ସୃଷ୍ଟି ହେ।ଇଥିଲା । କିନ୍ତୁ ସନ୍ଧ୍ୟାରେ ବର୍ଷା ଥମିବା ସହ ଧୁମଧାମରେ ଆରମ୍ଭ ହେ।ଇଥିଲା ବଲାଙ୍ଗୀର ଲେ।କ ମହେ।ତ୍ସବ । ଉଦ୍‌ଘାଟନୀ ସନ୍ଧ୍ୟାରେରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ବାଦ୍ୟ ଗୀତରେ ଝୁମିଥିଲେ ଦର୍ଶକ। ପ୍ରଥମରୁ ଗଞ୍ଜାମର ଯୋଡି ଶଂଙ୍ଖ, ଘୁଡକା, ଆସାମର ବିହୁ ନୃତ୍ୟ ଦେଖେଣାହାରୀଙ୍କୁ ବିଭେ।ର କରିଥିଲା ।

ପରେ ପରେ ଦେଓଗାଁ ଓ ବଲାଙ୍ଗିର ଦୁଇଟି ସାଂସ୍କୃତି ଅନୂଷ୍ଠାନର ସମ୍ବଲପୁରି ନୃତ୍ୟର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ । ପ୍ରଥମ ସନ୍ଧ୍ୟାରେ କୋଶଳ କଳା ମଣ୍ଡଳରେ କଳାକାର ହାଟ ବସାଇବା ପାଇଁ ପ୍ରସ୍ତାବ ଦେଇଥିଲେ ଲେ।ଇସିଂହା ବିଧାୟକ । ଦେଶର ବିଭିନ୍ନ ସ୍ଥାନରେ କଳାକାରଙ୍କ ବିଭିନ୍ନ ସାମଗ୍ରୀ ସହ ହସ୍ପଶିଳ୍ପ, ସ୍ଥାନୀୟ ଏସଏଚଜି ମହିଳାଙ୍କ ଦ୍ବାରା ନିର୍ମିତ ସାମଗ୍ରୀ ପାଇଁ ଏକ ନୂଆ ଦିଗ ମିଳିପାରିବ ବୋଲି କହିଥିଲେ ବିଧାୟକ । ପ୍ରଥମ ସଂଧ୍ୟାରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା।

ସେପଟେହଜିଯାଉଥିବା ଲୋକ ନୃତ୍ୟକୁ ବଂଚାଇ ରଖିବା ଲକ୍ଷ୍ୟରେ ପଏଁରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବ ପଏଁରୀ ତିଆର ୨୦୧୦ ଉଦଯାପିତ ହୋଇଯାଇଛି ।ତିନି ଦିନ ଧରି ଆୟୋଜିତ ଏହି ସାଂସ୍କୃତିକ ପାର୍ବଣରେ ଭାଗ ନେଇଥିଲେ ୮୦ ଟି ସାଂସ୍କୃତିକ ଦଳ  ।ମହୋତ୍ସବର ଶେଷ ସଂଧ୍ୟାରେ ପଏଁରୀର ଡାଲଖାଇ,ବରଗଡର ସଞ୍ଚାର,ସମ୍ବଲପୁରର ଚୁଟ୍‌କୁଚୁଟା  ନୃତ୍ୟରେ ବେଶ ଜମିଥିଲା ସାଂସ୍କୃତିକ ଆସର  ।ତିନି ଦିନ ଧରି ନୃତ୍ୟ ଗୀତ ମହାପାର୍ବଣ ଢୋଳ ନିସାନ ତାସାରେ  ଦୁଲୁକୁଥିଲା  କଳାମଣ୍ଡପ ।କଳାକାରଙ୍କ ଚିତାକର୍ଷକ ନୃତ୍ୟ ଶିତୁଆ ରାତିରେ ଭରିଦେଇଥିଲା ଉସ୍ମତା । ଉଦଯାପନୀ ସଂଧ୍ୟାରେ ଜିଲ୍ଲାର ୫ ଜଣ କଳାକାରଙ୍କୁ ପଏଁରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।  

ପ୍ରତିକୂଳ ପାଗ ମହେ।ତ୍ସବକୁ ଫିକା କରିପାରିନଥିଲା । କିନ୍ତୁ ପଲିଶ୍ରୀ ମେଳା ଓ ହସ୍ତଶିଳ୍ପ ମେଳାରେ ପ୍ରଭାବ ଦେଖିବାକୁ ମିଳିଥିଲା । ବ୍ୟବସାୟରେ ମାନ୍ଦା ଯେ।ଗୁଁ ଅସନ୍ତେ।ଷ ପ୍ରକାଶ କରିଥିଲେ ବ୍ୟବସାୟୀ । 

   Related Posts