ବାତ୍ୟାର କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରକୁ ପ୍ୟାକେଜ ପାଇଁ ଦାବୀ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 15, 2018 IST

ଭୁବନେଶ୍ଵର;୧୫/୧୦- ତିତିଲକୁ  ନେଇ ଚାଲିଛି ସମୀକ୍ଷା ।ମୁଖ୍ୟମନ୍ତ୍ରୀ ଏ ବାବଦରେ ସମସ୍ତ ଜିଲ୍ଲାପାଳମାନଂକୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ ପାଇଁ କହିଛନ୍ତି ।ରିପୋର୍ଟ ଦେଲା ପରେ କେନ୍ଦ୍ରକୁ ପ୍ୟାକେଜ ପାଇଁ ଦାବୀ କରାଯିବ । ବନ୍ୟାର କ୍ଷୟକ୍ଷତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।ସେପଟେ ଗଜପତିର କ୍ଷୟକ୍ଷତି ଆକଳନ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଂକୁ ନିର୍ଦ୍ଦେଶ  ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.