Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ

16/12/2018 at 2:50 PM

ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ। ଫାଇନାଲରେ ଜାପାନର ନୋଜୁମିଓକୁହାରାଙ୍କୁ ହରାଇ ସିନ୍ଧୁ ଜିତିଛନ୍ତି ଏହି ଟାଇଟଲ। ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଓ କୁହାରାଙ୍କୁ ୨୧-୧୯,୨୧-୧୭ଗେମ ପଏଣ୍ଟରେ ହରାଇ ହାତେଇଛନ୍ତି ଟାଇଟଲ। ପୂର୍ବରୁ ସିନ୍ଧୁ ଦୁଇ ଥର ୱାର୍ଲଡ ଚାମ୍ପିଅନସିପ ଟାଇଟଲ ଜିତିବାରେ ବିଫଳ ହୋଇଥିଲେ। ଗତବର୍ଷ ସିନ୍ଧୁ ୱାର୍ଲଡ ଚମ୍ପିଅନସିପରେ ରନର୍ସ ଅପ ଟାଇଟଲ ଜିତିଥିଲେ।

   Related Posts