ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ

Published By : Prameya-News7 Bureau | December 16, 2018 IST

ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ। ଫାଇନାଲରେ ଜାପାନର ନୋଜୁମିଓକୁହାରାଙ୍କୁ ହରାଇ ସିନ୍ଧୁ ଜିତିଛନ୍ତି ଏହି ଟାଇଟଲ। ବିଡବ୍ଲୁଏଫ ୱାର୍ଲଡ ଟୁର ଫାଇନାଲ ଟାଇଟଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଓ କୁହାରାଙ୍କୁ ୨୧-୧୯,୨୧-୧୭ଗେମ ପଏଣ୍ଟରେ ହରାଇ ହାତେଇଛନ୍ତି ଟାଇଟଲ। ପୂର୍ବରୁ ସିନ୍ଧୁ ଦୁଇ ଥର ୱାର୍ଲଡ ଚାମ୍ପିଅନସିପ ଟାଇଟଲ ଜିତିବାରେ ବିଫଳ ହୋଇଥିଲେ। ଗତବର୍ଷ ସିନ୍ଧୁ ୱାର୍ଲଡ ଚମ୍ପିଅନସିପରେ ରନର୍ସ ଅପ ଟାଇଟଲ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.