Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ରାଜଧାନୀର ଓୟୋ ହୋଟେଲରେ ଚଢାଉ , ୯ଜଣ ଜୁଆଡି ଗିରଫ

30/05/2020 at 12:20 PM

ଭୁବନେଶ୍ବର ୩୦/୫: ରାଜଧାନୀରେ ହାଇପ୍ରୋଫାଇଲ ଜୁଆଡି ଗିରଫ ।  ଲକଡାଉନର ସୁଯୋଗ ନେଇ  ମନଇଚ୍ଛା ଖେଳ ଚଲାଇଛନ୍ତି ଯୁବକମାନେ। ଭିଆଇପି ଛକ ନିକଟ ଓୟୋ ହୋଟେଲରେଜୁଆ ଖେଳ ଚାଲିଥିଲା । ଏହାର ଖବର ପାଇ ହୋଟେଲରେ ଚଢାଉ କରିଛି କମିସନରେଟ ପୋଲିସ ।

 ହୋଟେଲ ଭିତରୁ ୯ଜଣ ଜୁଆଡିଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ  ଲକ୍ଷେ ତେପନ ହଜାର ଟଙ୍କା ସହ ୯ଟି ମୋବାଇଲ ଓ ତିନୋଟି ଦାମୀ କାର ଜବତ କରାଯାଇଛି ।ଏଥିସହିତ ହୋଟେଲ ରୁମ୍ ରୁ ଚେସପାଲି,  ମଦ ବୋତଲ ଓ ଦାମି ସିଗାରେଟ୍ ଜବତ ହୋଇଛି ।

   Related Posts