Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସଞ୍ଜିବନୀ ବାଣ୍ଟୁଛି ଓଡ଼ିଶା: ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ

25/04/2021 at 10:37 AM

ଢେଙ୍କାନାଳ ୨୫/୪: ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଅକ୍ସିଜେନ ନିଅଣ୍ଟ ଏବେ ସମସ୍ୟା ସୃଷ୍ଟି କରିଛି । ଏପରି ଜଟିଳ ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା । କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଉଦେଶ୍ୟରେ ପଠାଇଥିବା ଜଣାପଡିଛି ।

ସେହିପରି ଶନିବାର ତେଲେଙ୍ଗାନା ରାଜ୍ୟକୁ ଏହି କାରଖାନା ପକ୍ଷରୁ ୧୮୫ ଟନ ଲିକ୍ୟୁଡ଼ ମେଡ଼ିକାଲ ଅକ୍ସିଜେନ ୧୦ଟି ଟ୍ୟାଙ୍କର ଯୋଗେ ପଠାଇଥିବା ଜଣାପଡିଛି । ଅପରପକ୍ଷରେ ରାଜ୍ୟରେ କୋଭିଡ ପରି ମହାମାରୀ ରୋକିବାକୁ ଚାଲିଥିବା ସଂଗ୍ରାମରେ ଟାଟା ଷ୍ଟିଲ ବିଏସଏଲ ନିଜକୁ ସାମିଲ କରିଛି । ଅକ୍ସିଜେନ ଲାଇନ କାହାର ପ୍ରାଣ ହାନି ନହେଉ ଏଥିପ୍ରତି ଟାଟା ଷ୍ଟିଲ ଯଥା ସମ୍ଭବ ଅକ୍ସିଜେନ ଯୋଗାଇବାର ପ୍ରୟାସ ଜାରିରଖିଛି । ରାଜ୍ୟର ଡାକ୍ତରଖାନା ଓ ଅନ୍ୟରାଜ୍ୟକୁ ମଧ୍ୟ ଆହୁରି ଅକ୍ସିଜେନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିବା ଟାଟା ଷ୍ଟିଲ ବିଏସଏଲ୍ କରପୋର୍ଟ କମୁନିକେସନ ପରିଚାଳକ ଶ୍ରୁଭ୍ରାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି ।

   Related Posts