Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଗଞ୍ଜାମରେ ଆରମ୍ଭ ହେଲା ଅକ୍ସିଜେନ୍ ଟେଷ୍ଟ୍, ଜିଲ୍ଲାର ସମସ୍ତ ଗାଁରେ ଘର ଘର ବୁଲି କରାଯିବ ପରୀକ୍ଷଣ

8/09/2020 at 2:53 PM

ଗଞ୍ଜାମ, ୦୮|୦୯  :  ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରୟାସ । ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟକ ଲୋକଙ୍କ ହେବ ଅକ୍ସିଜେନ ଟେଷ୍ଟ । ଜିଲ୍ଲାପାଳଙ୍କ ଟ୍ୱିଟ ପରେ ମଙ୍ଗଳବାରଠାରୁ ଘର ଘର ବୁଲି  ଆରମ୍ଭ ହୋଇଛି ଅକ୍ସିଜେନ ଟେଷ୍ଟିଂ ।

ଏହି ଟେଷ୍ଟରେ ଜଣେ ଡାକ୍ତର, ଏନଏମ ଦିଦି ସମେତ ଆଶା ଅଙ୍ଗନବାଡି, ଜଣେ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମରେ ଘର ଘର ବୁଲି ଅକ୍ସିଜେନ ଟେଷ୍ଟ କରାଯାଉଥିବା ବେଳେ ବରିଷ୍ଠ ନାଗରିକ ଏବଂ ମଧୁମେହ ରୋଗୀଙ୍କ ଦୁଇଥର ଟେଷ୍ଟ କରାଯାଉଛି । ତେବେ ଯେଉଁମାନଙ୍କ ଅକ୍ସିଜେନ୍ ସ୍ତର ୯୨ରୁ କମ ରହୁଛି ରିପୋର୍ଟ ମିଳିବା ପରେ ସେମାନଙ୍କର ଚିକିତ୍ସା କରାଯିବ ବୋଲି କହିଛନ୍ତି ଡାକ୍ତର ।

ଗାଁ ଗାଁ ଘର ଘର ବୁଲି କରାଯାଉଥିବା ଏହି ଅକ୍ସିଜେନ ଟେଷ୍ଟକୁ ସ୍ୱାଗତ କରିଛନ୍ତି  ଜିଲ୍ଲାବାସୀ ।

   Related Posts