Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅନୁଗୋଳରୁ ପୁଣି ହ୍ରାଇଦ୍ରାବାଦ ଓ ବିଶାଖାପାଟଣା ଗଲା ଅକ୍ସିଜେନ୍, ୪୪ ଟନ୍ ଅକ୍ସିଜେନ୍ ଯାଇଥିବା ସୂଚନା

24/04/2021 at 9:35 AM

ଅନୁଗୋଳ ୨୪।୪: ଦେଶରେ ଦେଖାଦେଇଛି ଅକ୍ସିଜେନ୍ ସଙ୍କଟ । କିଛି ରାଜ୍ୟରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଥିବା ବେଳେ ଓଡିଶା ବଢାଇଛି ସହଯୋଗର ହାତ । ଶୁକ୍ରବାର ଦିନ ଓଡିଶାରୁ ଦିଲ୍ଲୀ, ବିଶାଖାପାଟଣା ଓ ପୁଣେ ଅଭିମୁଖେ ଅକ୍ସିଜେନ୍ ଟ୍ୟାଙ୍କର ଯାଇଥିବା ବେଳେ ଶନିବାର ପୁଣି ଥରେ ୨ଟି ଅକ୍ସିଜେନ୍ ବୋଝେଇ ସିଲିଣ୍ଡର ଗାଡି ହାଇଦ୍ରାବାଦ ଆଉ ବିଶାଖାପାଟଣାକୁ ଯାଇଛି । ପାଖାପାଖି ଦୁଇଟି ଗାଡ଼ିରେ ୪୪ ଟନ ଅକ୍ସିଜେନ୍ ଯାଇଥିବା ସୂଚନା ମିଳିଛି। ଦୁଇଟି ଗାଡିକୁ ଏସ୍କର୍ଟ ଗାଡି ଆଗପଛ ଗ୍ରୀନ୍ କରିଡର କରି ନେଉଛନ୍ତି ।

ଏହି ଦୁଇଟି ଗାଡି ସକାଳ ୮ଟା ୩୦ ମିନିଟରେ ଅନୁଗୋଳ ଜିନ୍ଦଲରୁ ବାହାରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ଗାଡ଼ିରେ ୨୨ଟନ୍ ଅକ୍ସିଜେନ ନେଇ ବିଶାଖାପାଟଣା ଯାଇଥିଲା ।

   Related Posts