Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘ବାବୁ ମୋ କୁକୁଡା ଦେଉନି ଅଣ୍ଡା’: ଅଭିଯୋଗ ନେଇ ଥାନାକୁ ଗଲେ ମାଲିକ

21/04/2021 at 12:25 PM

ମହାରାଷ୍ଟ୍ର ୨୧/୪: ଚୋରୀ ହେଲେ କି ହତ୍ୟା ଅପରାଧ ହେଲେ ଲୋକେ ପୋଲିସ ପାଖକୁ ଯାଆନ୍ତି । ଏଠି କିନ୍ତୁ ଚିତ୍ର ଅଲଗା । କୁକୁଡା ଅଣ୍ଡା ଦେଉନି ଅଣ୍ଡା, ଏମିତି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ପୋଲଟ୍ରି ମାଲିକ । ମହାରାଷ୍ଟ୍ର ପୁଣେରୁ ଆସିଛି ଏମିତି ଚିତ୍ର ।

ମାଲିକଙ୍କ ଅଭିଯୋଗ ମୁତାବକ ଯେଉଁ କମ୍ପାନୀରୁ ଖାଦ୍ୟ ସବୁ ଆସିଥିଲା । ସେ ଖାଦ୍ୟ କୁକୁଡାଙ୍କୁ ଦେବା ପରେ ସେମାନେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି ।  ସୂଚନା ଥାଉକି ସ୍ଥାନୀୟ ଅହମଦ ନଗର ସ୍ଥିତ ଏକ କପ୍ମାନୀରେ କୁକୁଡାଙ୍କ ଦାନା ବିତରଣ କରିଆସୁଥିଲା ।  ହେଲେ ସେଠାରୁ ଦାନା ଦେବା ପରେ କୁକୁଡାମାନଙ୍କ ଅଣ୍ଡାଦାନ କ୍ଷମତା କମିଯାଉଛି । ସେପଟେ ଥାନା ଅଧିକାରୀ କହିଛନ୍ତି କେବଳ ଜଣେ ନୁହେଁ ଏମିତି ଆହୁରି ଅନ୍ୟ ମାଲିକଙ୍କଠାରୁ ଏମିତି ଅନୁରୂପ ଅଭିଯୋଗ ସବୁ ଆସିଛି । ବିଚାର ବିମର୍ଶ ଚାଲିଛି, ଆଗକୁ ନିଆଯିବ କାର୍ଯ୍ୟାନୁଷ୍ଠାନ ।

   Related Posts