Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବଙ୍ଗରେ ମହାମାରୀ ତାଣ୍ଡବ : ଗୋଟିଏ ଦିନରେ ୯୬ ମୁଣ୍ଡ ନେଲା କରୋନା

1/05/2021 at 8:02 AM

ପଶ୍ଚିମବଙ୍ଗ ୧/୫ : ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି କରୋନା । ଏଠାରେ ଦେଖାଦେଇଥିବା ଟ୍ରିପଲ ମ୍ୟୁଟାଣ୍ଟ ସମସ୍ତଙ୍କ ପାଇଁ ଚିନ୍ତା ବଢାଇଛି । ଏଠାରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି ମହାମାରୀର ପ୍ରକୋପ । ନିର୍ବାଚନ ପରେ ଘରେ ଘରେ ସଂକ୍ରମିତ ଚିହ୍ନଚ ହେଉଛନ୍ତି ।

ଏପରିକି ପ୍ରତି ୨ ଜଣରେ ଜଣେ ଲେଖାଏଁ ପଜିଟିଭ ବାହାରୁଛନ୍ତି । ଏହାର ମାତ୍ରା ଏତେ ବଢିଯାଇଛି ଯେ, ପ୍ରତିଦିନ ମୃତ୍ୟୁ ସଂଖ୍ୟା ବି ରେକର୍ଡ କରିବାରେ ଲାଗିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୯୬ ଜୀବନ ନେଇଛି ଏହି କିଲର ଭାଇରସ । ଯାହାକି ଦିନକରେ ସର୍ବାଧିକ । ମୃତ୍ୟୁ ହୋଇଥିବା ସମସ୍ତ ଲୋକ କୋଲକାତା ଓ ୨୪ ପ୍ରଗଣାର । ସେପଟେ ଟିକା ସଂକଟ କାରଣରୁ ଆଜିଠାରୁ ଆରମ୍ଭ ହେବାକୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହେବ ନାହିଁ ବୋଲି ସ୍ୱାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି ।

   Related Posts