Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମାଟ୍ରିକ୍ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି ସହ ନିୟୋଜିତ ଶିକ୍ଷକଙ୍କ ବୀମା ବଢାଇବାକୁ ଦାବି କଲା ଓଷ୍ଟା

12/05/2020 at 2:07 PM

ଭୁବନେଶ୍ବର ୧୨।୫: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ । ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଁ ଦାବି କରିଛି ଓଷ୍ଟା । ମୂଲ୍ୟାୟନ କାମରେ ନିୟୋଜିତ ଶିକ୍ଷକଙ୍କ ବୀମା ଦାବି କରିଛି ଓଷ୍ଟା । ଜଣେ ଶିକ୍ଷକ ସମ୍ପୂର୍ଣ୍ଣ ଖାତା ଦେଖିବା ପାଇଁ ମଧ୍ୟ ଦାବି ଓଷ୍ଟା ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ଶିକ୍ଷକଙ୍କୁ ଘରୁ ଖାତା ଦେଖିବା ପାଇଁ ଅନୁମତି ଦେବାକୁ ଦାବି ହୋଇଛି । ଦାବି ପୂରଣ ନହେଲେ ମୂଲ୍ୟାୟନରେ ଶିକ୍ଷକ ଅସହଯୋଗ କରିବେ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

   Related Posts